ପ୍ରକାଶ ପାଇଲା CBSE ଦଶମ ପରିକ୍ଷା ଫଳ
ନୂଆଦିଲ୍ଲୀ -ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ଦୁଇଟି ୱେବ୍ ସାଇଟ୍ ରେ ଉପଲବ୍ଧ ହେଉଛି । ଗୋଟିଏ ହେଉଛି www.cbse.nic.in ଓ ଆଉ ଗୋଟେ ହେଉଛି cbseresult.nic.in ରେ । ଏହି ସବୁ ୱେବସାଇଟ୍ ରେ ଛାତ୍ରଛାତ୍ରୀ ମାନେ ଲଗ୍ଇନ୍ କରି ତାଙ୍କ ରେଜଲ୍ଟ ଦେଖିପାରିବେ । ମାନବ ସମ୍ବଳ!-->…