ବିଚ୍ ରାସ୍ତାରେ ଶିକ୍ଷୟତ୍ରୀଙ୍କୁ ହତ୍ୟା
ଯାଜପୁର : ଯାଜପୁର ରୋଡ ଥାନା ରାଛିପୁର ଛକ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତା ମଝିରେ ଜଣେ ଶିକ୍ଷୟତ୍ରୀଙ୍କୁ ଦୁବୃତ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛି । ଦୁବୃତର ଆକ୍ରମଣରେ ଜଣେ ଶିକ୍ଷକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶିକ୍ଷୟତ୍ରୀଙ୍କ ନାଁ ମହାମାୟା ଜେନା ।!-->…