ସିବିଏସଇ ସିଲାବସ ସମ୍ବନ୍ଧୀୟ ବିଭ୍ରାନ୍ତି କର ତଥ୍ୟ ଉପରେ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ- ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାଠ୍ୟଖସଡାରୁ ୩୦ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଏହି ସମ୍ବନ୍ଧରେ ଅନେକ ବିଭ୍ରାନ୍ତିକର କଥା ଉଠୁଛି ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି । ଏହି ସବୁ ମିଥ୍ୟା ପ୍ରଚାର ଓ ଶିକ୍ଷା ରାଜନୀତିକୁ ଦୂରେଇ ନେବାକୁ!-->…