କାଶୀ ବାସୀଙ୍କ ଆଶା ଓ ଉତ୍ସାହ ଆଗରେ କରୋନା ଭାଇରସ କିଛି ନୁହେଁଁ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ- ନିଜ ସାଂସଦୀୟ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କୁ ପ୍ରଶଂସା କରି ପ୍ରଧାନ ମନ୍ତ୍ରୀ କହିଛନ୍ତି କୋଭିଡ -୧୯ ସମୟରେ କାଶୀବାସୀ ପ୍ରଦର୍ଶନ କରିଥିବା ଆଶା ଓ ଉତ୍ସାହ ପ୍ରେରଣାଦାୟୀ । ପବିତ୍ର ଶ୍ରାବଣ ମାସ ଉପଲକ୍ଷେ ଶୁଭେଛା ଜ୍ଞାପନ କରି କହିଥିଲେ ଏହି ସମୟରେ କାଶୀ ବାସୀଙ୍କ!-->…