ଅବସାଦରେ ଥିଲେ ଆଦିତ୍ୟ: ରହସ୍ୟ ଖୋଲିଲେ ସାଙ୍ଗ
ଭୁବନେଶ୍ୱର- ଲିଙ୍ଗରାଜ ରେଳଷ୍ଟେସନରୁ ଜଣାଶୁଣା ଯୁବ ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ଘଟଣାର ଛାନ୍ଭିନ୍ ଚାଲିଛି । ସେହିଭଳି ଆଦିତ୍ୟଙ୍କ ଶବ ଉଦ୍ଧାର ସ୍ଥାନ ହି ସୃଷ୍ଟି କରିଛି ବଡ ସନେ୍ଦହ । ଖୁସିର ସୁତ୍ର ଖୋଜୁଥିବା ମଣିଷଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ଏବେ!-->…