ଆର୍ଥିକ ସ୍ଥିତି ବିଗାଡିଲା କରୋନା
ଭୁବନେଶ୍ୱର- ଦୁଇ ବର୍ଷ ପାଇଁ ରାଜ୍ୟରେ ବାହାରିବନି ସରକାରୀ ନିଯୁକ୍ତି । ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟସ୍ତ ବିଭାଗରେ ନୂଆ ନିଯୁକ୍ତି ନକରିବା ପାଇଁ ସବୁ ବିଭାଗକୁ ଚିଠି ଲେଖିଛନ୍ତି ଅର୍ଥନୀତି ସଚିବ ଅଶୋକ ମିନାର୍ । ଏଥିସହ ସରକାରୀ ଅଧିକାରୀ ଓ ବିଭାଗ ପାଇଁ ଜାରି ହୋଇଛି ଗାଇଡଲାଇନ୍ ।!-->…