ଫେରାର ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ୩୨୯କୋଟି ଟଙ୍କାର ସମ୍ପତି ଜବତ
ନୂଆଦିଲ୍ଲି- ଫେରାର ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତନ ନିଦେ୍ର୍ଧଶାଳୟ(ଇଡି) କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନରୀବ ମୋଦିଙ୍କର ୩୨୯.୬୬କୋଟି ଟଙ୍କାର ସମ୍ପତି ଜବତ କରିଛି ଇଡି । ଜୁନ୍ ମାସ ଆରମ୍ଭରେ ସମ୍ପତି ଜବତ କରିବା ନେଇ!-->…