୧୦ ପର୍ଯ୍ୟନ୍ତ ବଢିଲା କଟକ ସଟ୍ଡାଉନ ଅବଧି
କଟକ- କରୋନା ସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ କଟକ ମହାନଗର ନିଗମ ପକ୍ଷରୁ ଲାଗୁ କରାଯାଇଥିବା ସଟ୍ଡାଉନ୍ କଟକଣାକୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଶନିବାର ଓ ରବିବାର ସମଗ୍ର ଜିଲ୍ଲାରେ ସଟ୍ଡାଉନ୍ ଥିବାରୁ ଏହି କଟକଣା ରବିବାର ଅର୍ଥାତ୍ ୧୨ ଜୁଲାଇ!-->…
ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା
ପୁରୀ- ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା । ଶବଦାହ ଓ ଅସ୍ଥି ବିସର୍ଜନ ଉପରେ ବୁଧବାର ଠାରୁ କଟକଣା ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀ ଜିଲ୍ଲାପ୍ରଶାସନ ବଲୱନ୍ତ ସିଂ ଏହି ସୂଚନା ଦେଇଛନ୍ତି । କରୋନା ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଏହି!-->…
ବ୍ରହ୍ମପୁର ଏମକେସିଜି ଓପିଡି ବନ୍ଦ
ବ୍ରହ୍ମପୁର- ଓଡିଶାର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଥିବାରୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲର ଓପିଡିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ଜିଲ୍ଲାପାଳ । ମେଡିକାଲର ପ୍ରବେଶପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶପଥ ସିଲ କରିବା ଲାଗି!-->…
ଗଞ୍ଜାମ- ଖୋର୍ଦ୍ଧା ବର୍ଡର ସିଲ୍
ଭୁବନେଶ୍ୱର- ସିଲ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର । ଗଞ୍ଜାମ ବାସୀ ଭୁବନେଶ୍ୱରକୁ ଯିବା ପାଇଁ ଅନୁମତି ମିଳିବନି ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ କହିଛନ୍ତି । ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେରେ ବୃଦ୍ଧି ପାଉଛି । ତେଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ!-->…
କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି
ଭୁବନେଶ୍ୱର- ରାଜ୍ୟରେ ପୁଣି ୬ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ଖୋର୍ଦ୍ଧା, ରାୟଗଡା ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୮ରେ!-->…
ଚିହ୍ନଟ ହେଲେ ପୁଣି ୫୨୭ ନୂଆ କରୋନା ପଜିଟିଭ
ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୩୮ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୮୯ ସ୍ଥାନୀୟ ସଂକ୍ରମତି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସବାଧିକ!-->…
ଚୀନ୍ ପଛକୁ ହଟିଲା!
ଗଲୱାନ ଘାଟି ଓ ଗୋଗ୍ରା ହଟ୍ସ୍ପ୍ରିଙ୍ଗ ନିକଟସ୍ଥ ଲାଇନ୍ ଅଫ ଆକ୍ଚୁୱାଲ କଂଟ୍ରୋଲରୁ ଚୀନ୍ ଦେଢକିଲୋ ମିଟର ପଛକୁ ଫେରିଥିବା ଖବର ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏପରିକି ଉଭୟ ସ୍ଥାନରେ ଥିବା ତମ୍ବୁ ଓ ଯାନବାହାନ ଆଦିକୁ ମଧ୍ୟ ପଛକୁ ହଟାଇ ନିଆଯାଇଛି । ଏହା ମଧ୍ୟ ଜଣାପଡିଛି ଯେ, ଜୁଲାଇ ୧୪!-->…
ତାଳଚେର ସାର କାରଖାନା ପ୍ରକଳ୍ପରୁ ବାଦପଡିଲା ଚୀନ କମ୍ପାନୀ !
ନୁଆଦିଲ୍ଲୀ: ଚାଳଚେର ସାର କାରଖାନା ଓ କୋଇଲା ବାସ୍ପିକରଣ ପ୍ରକଳ୍ପରୁ ଚୀନ କମ୍ପାନୀ ବାଦ ପଡିଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସରେ ଚୀନ ଊହାନ ଇଞ୍ଜିନିୟରିଙ୍ଗ୍ କମ୍ପାନୀ ଲିମିଟେଡକୁ ଦିଆଯାଥିବା ତାଳଚେର ସାର ଓ କୋଇଲା ବାଷ୍ପିକରଣ ପ୍ରକଳ୍ପ ବୈଷୟିକ କାରଣରୁ ବନ୍ଦକରାଯାଇଥିବା!-->…
କନ୍ଧମାଳରେ ପୁଣି ଜଣେ ମାଓବାଦୀ ନିହତ
ଫୁଳବାଣୀ: କନ୍ଧମାଳ ଜିଲ୍ଲା ତୁମୁଡି ବନ୍ଧଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ଗୁଳି ବିନିମୟରେ ଆଉଜଣେ ମାଓବାଦୀ ନିହତ ହୋଇଛି । ନିହତ ମାଓବାଦୀ ବଂଶଧାରା-ଘୁମୁସରା-ନାଗାବଳୀ ଡିଭିଜନ ବୋଲି ଜଣାପଡିଛି । ଏଥିସହ ବିପୁଳ ପରିମାଣର ମାଓସାମଗ୍ରୀ ମଧ୍ୟ ଜବତ ହୋଇଛି । ଏବେ ବି!-->…