ନୀଳାଚଳ ଇସ୍ପାତକୁ ପୁନରୁଦ୍ଧାର କର
ଭୁବନେଶ୍ୱର: ଓଡ଼ିଶା ଗୌରବ ଭାବେ ପରିଚିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍) ଏବେ ଘୋର ସଙ୍କଟ ଦେଇ ଗତି କରୁଛି । ମାର୍ଚ୍ଚ ୨୭ ତାରିଖରୁ ଏହାର ସମସ୍ତ ୟୁନିଟ୍ ବନ୍ଦ ରହିଛି । କର୍ମଚାରୀମାନେ ସେମାନଙ୍କ ବେତନ ପାଇନାହାନ୍ତି । ଏଣୁ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଅ ।!-->…