୭୧ ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ ହୋଇଛି
ରାୟଗଡା- ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟରେ ଜିଲ୍ଲା ସ୍ତରୀ ୭୧ତମ ବନ ମହୋସôବ ସପ୍ତାହ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ମାନ୍ୟବର ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେରେ ଯୋଗ ଦେଇଥିଲେ । ସେଠାରେ ସେ ନିଜର ବକ୍ତ୍ୟବ ରଖି କହିଥିଲେ ପୃଥିବୀରେ ବଂଚିବା ପାଇଁ ଜଙ୍ଗଲ!-->…