ବିଡିଓଙ୍କୁ ରାସ୍ତା ପାଇଁ ଘେରିଲେ ଗ୍ରାମବାସୀ
ଠକୁରମୁଣ୍ଡା: ଚମ୍ପାଜର ଗ୍ରାମ ପଂଚାୟତ ଅଫିସ ଠାରୁ ମାତ୍ର ଅଢେଇ କିମି ଦୂରରେ ଅବସ୍ଥିତ ଅସନବଣି ଗାାଁ ପଂଚାୟତ କାର୍ଯ୍ୟାଳୟ ସାମନାରେ ଏହି ଗାଁକୁ ରାସ୍ତା । କିନ୍ତୁ ଏହି ରାସ୍ତାରେ ଚାରିଚକିଆ ଯାନ ଯାଇ ପାରିବନାହିାଁ ଟିକେ ବର୍ଷାହେଲେ ଏହି ରାସ୍ତାରେ ସାଇକେଲ କିମ୍ବା ମୋଟର ସାଇକେଲ ମଧ୍ୟ!-->…