ଜାମ୍ମୁ-କାଶ୍ମୀରିରେ ଆତଙ୍କୀ ହମଲା
ନୂଆଦିଲ୍ଲୀ- ଜାମ୍ମୁ-କାଶ୍ମୀରି ଗୁଲଗାମ ଅଂଚଳରେ ଆତଙ୍କବାଦୀ ଓ ସେନା ପକ୍ଷରୁ ଗୁଳିବିନିମୟ ହୋଇଛି । ଏହି ଘଟଣାରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଭାରତୀୟ ସେନା ଆହାତ ହୋଇଛନ୍ତି ବୋଲି ଗୁଲଗାମ ସୁପରିଟେଂନ ପୋଲିସ କହିଛନ୍ତି । ଆତଙ୍କୀ ଗୋପନୀୟତାର ସହ ରହିଥିବା ଖବର ପାଇବା!-->…