ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ
ମୁମ୍ବାଇ- କରୋନା ମହାମାରୀ ପାଇଁ ଏବେ ସମସ୍ତେ ମାସ୍କ ପିନ୍ଧିା ଜରୁରୀ ହୋଇପଡିଛି । ଯିଏ ନ ପିନ୍ଧିବେ ସିଏ ଧରାପଡିଲେ ଜୋରିମନା ଗଣିବେ । ଏବେ ଲୋକମାନେ ରୁମାଲ ଭଳି ମାସ୍କକୁ ମଧ୍ୟ ବ୍ୟବହର କରୁଛନ୍ତି । ସେହିଭଳି ବଜାରରେ ଭଳିକି ଭଳି ମାସ୍କକୁ ମଧ୍ୟ ବ୍ୟହାର କରୁଛନ୍ତି ଲୋକେ । ଯାହାର!-->…