ଭଉଣୀ ଉପରେ ରାଗି ଆତ୍ମହତ୍ୟା କଲା ଭାଇ
ପାଟନା: ଭଉଣୀ ମୋବାଇଲ ନଦେବାରୁ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କଲା ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୋଲାଣ ଘାଟି ଗାଁରେ । ଆତ୍ମହତ୍ୟା କରିଥିବା ନାବାଳକ ହେଉଛନ୍ତି ମହେଶ ମହାଁନ୍ତି । ଭଉଣୀ ମୋବାଇଲ ନଦେବାରୁ ଭାଇ ,ଭଉଣୀ ମଧ୍ୟରେ ଝଗଡା!-->…