ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ- ତେଳ ଦର ଆକାଶ ଛୁଆଁ । ଗତ ୨୧ ଦିନ ଧରି କ୍ରମାଗତ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୮୦ଟଙ୍କା ୩୮ ପଇସା ଓ ଡିଜେଲ ଦର ୮୦ ଟଙ୍କା ୪୦ ପଇସା ରହିଛି ।!-->…