ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସରେ ସଚେତନତା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ୟୁଥ୍ ଫର୍ ଭଲ୍ୟୁନଟାରୀ ୱାର୍କ' ତରଫରୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ସଙ୍ଗଠନର ଅଧ୍ୟକ୍ଷ ମିର ଅହମ୍ମଦ୍ ଅଲ୍ଲୀଙ୍କ ପରିଚାଳନାରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ ସାମାଜିକ ଦୂରତ୍ୱ…

ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅସନ୍ତା ଜୁଲାଇ ୫ରେ ହେବାକୁ ଥିବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିଷ୍ପତି ଗ୍ରହଣ କରାଯାଇଛ ବୋଲିି ସିବିଏସଇ ସଚିବ…

ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର

ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର ଭୁବନେଶ୍ୱର : ଜୁଲାଇରେ ଆରମ୍ଭ ହେବ ଅନ୍ଲକ ୨.୦ । ଏଥିରେ ଲକ୍ଡ଼ାଉନ୍ ରେ ରାଜ୍ୟକୁ ଫେରିଥିବା ପ୍ରବାସୀ ମାନଙ୍କୁ କାମ ଯୋଗାଇ ଦିଆଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।ତେବେ ଶ୍ରମିକଙ୍କ ଦକ୍ଷତା ପରିମାପ ପାଇଁ କଣ ପଦକ୍ଷେପ…

କୁଶୀନଗରରେ ହେବ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର

ଲକ୍ଷ୍ନୌ : ଉତରପ୍ରଦେଶର କୁଶୀନଗର ଠାରେ ପ୍ରତିଷ୍ଠାନ ହେବ ଅନ୍ତଃରାଷ୍ଟ୍ରିୟ ବିମାନ ବନ୍ଦର । କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିକାଶ ସହ ନିଯୁକ୍ତି କ୍ଷେତ୍ରରେ ନିଶ୍ଚିତ ସମ୍ଭାବନା ସୃଷ୍ଟି କରିବ । ଦକ୍ଷିଣ…

ଭୂମୀହୀନଙ୍କୁ ୪ ଡେମି ଜମି ଯୋଗାଣ ଦାବୀ

ଭୁବନେଶ୍ୱର: ଭୂମୀହୀନଙ୍କୁ ସର୍ବନିମ୍ନ ୪ ଡେସିମିଲ ଘରଡିହ ଜମୀ ଯେଗାଇ ଦେବା, ବାରିପଦାର ଜରାଳି ସରାଳି ନଦୀ ଉଭୟ ପାଶ୍ୱର୍ର ସରକାରୀ ଜମୀକୁ ଉଦ୍ଧାର କରାଯିବା, ସହରାଂଚଳରେ ଥିବା ବହୁ ମୂଲ୍ୟବାନ ଜମୀର ପୁନରୁଦ୍ଧାର କରାଯାଇ ଭୂମୀହିନଙ୍କୁ ଯୋଗାଇଦେବା ଲାଗି ସିପିଆଇ ଓ ଏସୟୁସିଆଇ ପକ୍ଷରୁ…

ଓଡିଶା ପ୍ରତି ମୋଦିଙ୍କ ଦରଦ ଅତୁଳନୀୟ: ଧର୍ମେନ୍ଦ୍ର

ଢେଙ୍କାନାଳ: ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦରଦ ଅତୁଳନୀୟ, ଅବର୍ଣ୍ଣନୀୟ ଏବଂ ଅସୀମ ବୋଲି ଭର୍ଚୁଆଲ୍ ରାଲିରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ ଭକ୍ତି କାରଣରୁ ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ…

ଲାଡେ଼ନଙ୍କୁ ସହିଦ ଆଖ୍ୟା ଦେଇ ଇମ୍ରାନ ସମାଲୋଚିତ

ଇସ୍ଲାମାବାଦ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାକିସ୍ତାନ ସଂସଦରେ ଉଦ୍ବୋଧନ ଦେବା ଅବସରରେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେ଼ନ୍ ଙ୍କୁ ସହିଦ ସମ୍ବୋଧନ କରିି ସମାଲୋଚିତ ହୋଇଛନ୍ତି । ଇମ୍ରାନଙ୍କ ଏହିି ବୟାନ ପାଇଁ ତାଙ୍କୁ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି ।…

ଗୁଗୁଲ୍ ପେ ବିରୋଧରେ ଆରବିଆଇ

ନୂଆଦିଲ୍ଲୀ- ଆମେରିକାନ କମ୍ପାନୀ ଗୁଗୁଲୁ ପେ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଆଗରେ ମତ ରଖିଛନ୍ତି ଆରବିଆଇ । ଗୁଗୁଲ ପେ ଥାର୍ଡ ପାର୍ଟି ସେବା ପ୍ରଦାନ କାରୀ ସଂସ୍ଥା । ଏହା ଦେୟ ପ୍ରଣାଳୀ ସଂସ୍ଥା ନୁହେଁ । ପେମେଂଟ ଆପ୍ସ ପେମେଂଟ ଆଣ୍ଡ ସେଟେଲମେଣ ସିଷ୍ଟମ ଆକ୍ଟ ୨୦୦୭ ଅଧୀନରେ ଆସୁନାହିଁ ବୋଲି…

ଖୋଲିଲା କଳାଭୂମିର ବିକ୍ରୟ କେନ୍ଦ୍ର

ଭୁବନେଶ୍ୱର: ଖୋଲିଲା କଳାଭୂମିର ବିକ୍ରୟ କେନ୍ଦ୍ର । ସରକାରଙ୍କ ସମସ୍ତ ନିୟମକୁ ଧ୍ୟାନରେ ରଖିବା ସହ କୋଭିଡ କଟକଣାକୁ ବଜାୟ ରଖି ଏହି ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଓଡିଶାର ସୁନାମଧନ୍ୟ କାରିଗରଙ୍କ କାରିଗରୀ ହସ୍ତଶିଳ୍ପ ହସ୍ତତନ୍ତର ସାମଗ୍ରୀ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ରହିଛି । ଲକ୍…

ବିଏମ୍ସି କୋଠା ଭାଙ୍ଗିବା ଦୁର୍ଭାଗ୍ୟଜନକ : ସୁର ରାଉତରାୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଉକ୍ରଳ କନିକା ଗ୍ୟାଲେରିଆ ମଲକୁ ସୁରକ୍ଷା ଦେବାକୁ ଯାଇ ମ୍ୟୁଜିଅମ, ବିଜେବି କଲେଜ ଓ ଭଞ୍ଜ କଳାମଣ୍ଡପର କିଛି ଅଂଶ ଭଙ୍ଗା ହେବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହାକୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଦୃଢ…