ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବ ଭାରତ
ନୂଆଦିଲ୍ଲୀ :ଲାଦାଖ ସଂଘର୍ଷ ପରେ ଭାରତରେ ଚାଇନା ଦ୍ରବ୍ୟକୁ ସଂମ୍ପୂର୍ଣ୍ଣ ବୟକଟ କରିବାକୁ ଦାବି ଜୋର ଧରିଛି । ଚାଇନାକୁ ଆର୍ଥିକ କ୍ଷେତ୍ରରେ ମାତ୍ ଦେବା ପାଇଁ ଭାରତର ନୂତନ ରଣନୀତି । ଏକାଧିକ ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବାକୁ ଅର୍ଥ ମନ୍ତ୍ରଣାଳୟର ନିଷ୍ପତି ନେଇଛି ।!-->…