୫୦୦ ବର୍ଷରେ ୩୨ ଥର ବନ୍ଦ

କରୋନା ଯୋଗୁଁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଛନ୍ତି । ଏପରି ସ୍ଥିତିରେ ବିନା ଭକ୍ତରେ ରଥଯାତ୍ରା କରିବାକକୁ କେହିକେହି ମତ ଦେଉଛନ୍ତି । ମେସିନ ଓ ହାତୀ ଲଗାଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଉଛି । ତେବେ କେବଳଳ ଏହିବର୍ଷ ନୁହେଁ, ଅତୀତରେ ବିଭିନ୍ନ କାରଣ ଯୋଗୁଁ

କ୍ୟାବିନେଟର ଜରୁରୀ ବୈଠକ

ଭୁବନେଶ୍ୱର,୧୮.୬ (ନି.ପ୍ର.): ପୁରୀ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷିରେ ଆଜି ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ମନ୍ତ୍ର, ମୁଖ୍ୟସଚିବଙ୍କ ସହ

କୋର୍ଟ ନିଷ୍ପତି ମାନିବାକୁ ବାଧ୍ୟ: ଗଜପତି

ପୁରୀ,୧୮.୬ (ନି.ପ୍ର.): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ପ୍ରତିକ୍ରୀୟା ପ୍ରକାଶ କରି ଗଜପତି ମହାରାଜ ତଥା ଶ୍ରୀ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଦିିବ୍ୟସିଂହ ଦେବ କହିଛନ୍ତି ଯେ କୋର୍ଟଙ୍କ ନିଦେର୍ଶ ମାନବାକୁ

ଓୟୁଡବ୍ଲୁଜେ ପକ୍ଷରୁ କରୋନା ମୃତକ ଏବଂ ସହୀଦ ଯବାନଙ୍କୁୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୮.୬ (ନି.ପ୍ର.): ସହୀଦ ନଗର ସ୍ଥିତ ହଟକେଶ୍ୱର ମନ୍ଦିର ଠାରେ ଓୟୁଡବ୍ଲୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଶ୍ୱରେ କରୋନା ମହାମାରୀ ଜନିତ ମୃତ ବ୍ୟକ୍ତିଙ୍କ ଏବଂ ଲଦାଖ ସହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଶେକସଭା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ

ବିଜୟ ମହାନ୍ତିଙ୍କ ଆରୋଗ୍ୟ କାମନା କରି ହୋମ ଯଜ୍ଞ

ଭୁବନେଶ୍ୱର,୧୮.୬ (ନି.ପ୍ର.): ଓଡିଶାର ବିଶିଷ୍ଟ ମଂଚ ଓ ଚଳଚିତ୍ର ଅଭିନେତା, ନିଦେ୍ର୍ଧଶକ, ନାଟ୍୍ୟକାର ବିଜୟ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ବାରିପଦାର ଅନ୍ୟତମ ପୁରାତନ ନାଟ୍ୟସଂସ୍ଥା “ଯୁଗେଛା ନାଟ୍ୟ ସଂସ୍ଥା” ର କର୍ମକର୍ତା ଓ ସଦସ୍ୟମାନଙ୍କ ଦ୍ୱାରା ହାଇଦ୍ରାବାଦରୁ ଆସି ଭୂବନେଶ୍ୱର

ସୟଦପୁରରେ ସଂଘର୍ଷ : ୨ ଗିରଫ

ବିଂଝାରପୁର୧୮.୬ (ନି.ପ୍ର.): ବିଂଝାରପୁର ଥାନା ସୟଦପୁର ପଞ୍ଚାୟତ ପିରା ମହଲ୍ଳା ଓ ମୋଗଲ ମହଲ୍ଳା ଗ୍ରାମବାସୀଙ୍କ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଶରେ ବିଂଝାରପୁର ପୋଲିସ ପୃଥକ ପୃଥକ ୨ଟି ମାମଲା ରୁଜୁ କରିବା ସହ ଉଭୟ ପକ୍ଷଙ୍କ ତରଫର ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ

ଯୋଡାରେ ହାତୀ ମୃତ୍ୟୁ : ଅତିରିକ୍ତ ପିସିସିଏଫ ଓ ଆରସିସିଏଫଙ୍କ ତଦନ୍ତ

ଯୋଡା,୧୮.୬ (ନି.ପ୍ର.): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡା ଫରେଷ୍ଟ ସେକ୍ସନର ବୈତରଣୀ ରିଜର୍ଭ ଫରେଷ୍ଟ (ଖ) ଗୁରୁବେଡା ଜଙ୍ଗଲ ମଧ୍ୟରୁ ଠାବ କରାଯାଇଥିବା ଦୁଇଟି ହାତୀର ମୃତଦେହ ଘଟଣାର ତଦନ୍ତ ଆରମ୍ଭ କରିଛି ବନବିଭାଗ । ଗୋଟିଏ ଦନ୍ତା ଓ ଗୋଟିଏ ମାଈହାତୀର ମୃତ୍ୟୁ ଘଟଣାରେ ଘଟଣାସ୍ଥଳରେ

ବୀର ସୈନିକଙ୍କୁ ହରାଇ କାନ୍ଦୁଛି ମାଆ ମାଟି

ଭୁୁବନେଶ୍ୱର,୧୮.୬ (ନି.ପ୍ର.): ଚୀନ ଭାରତ ସୀମା ଲାଗି ରହି ଥିବା ଉତେଜନା ପରିସ୍ଥିତିରେ ସଂର୍ଘଷ ଘଟିି ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିବା ବେଳେ ତନ୍ମଧ୍ୟରୁ ୨ଜଣ ଓଡିିଶାର ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛିା ମୟୂରଭଞ୍ଜ ଜିଲ୍ଲାର ବାମନଘାଟି

ଜେଲ ଗଲେ ବିଜୁ ଯୁବ ବାହିନୀ ସଭାପତିିିିିି

ବିଂଝାରପୁର, ୧୮.୬ (ନି.ପ୍ର.): ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ଫାଣ୍ଡି ଥାନା ଅଧିକାରୀଙ୍କୁ ଜରୀ ପଞ୍ଚାୟତର ବିଜୁ ଯୁବ ବାହିନୀ ସଭାପତି ଦୁର୍ବ୍ୟବହାର କରି ଜେଲ ଯାଇଥିବା ଜଣା ପଡିଛି । ଅଭିଯୋଗ ଅନୁଯାଇ ଶନିବାର ବୂର୍ବାହ୍ନରେ ଜରୀ ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ନିଳମଣି ମଲ୍ଲିକ

ପ୍ରେସୟୁନିଅନ ଓ ବନବିଭାଗ ତରଫରୁ ବୃକ୍ଷ ରୋପଣ

ରାୟଗଡ଼ା,୧୮.୬ (ନି.ପ୍ର.): : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଗତକାଲି ରାୟଗଡ ସ୍ତିତ ଶେରିଗୁଡା ପାଶ୍ୱରେ ଥିବା ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ପ୍ରେସୟୁନିଅନ ଏବଂ ରାୟଗଡ ବନବିଭାଗ ମିଳିତ ଆନୁକୁଲ୍ୟରେ ୨ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଆୟେଯୋନ କରାଯାଇଥିଲା । ସର୍ବ ପ୍ରଥମେ ଚୀନ