ଡା. ପ୍ରେମାନିଧି ପଣ୍ଡାଙ୍କୁ ଡିଏଚଏସ ପକ୍ଷରୁ ପର୍ଫିସିଓ ଆୱାର୍ଡ ପ୍ରଦାନ
ଭୁବନେଶ୍ୱର: ବିଶିଷ୍ଟ ମଧୁମେହ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରେମାନିଧି ପଣ୍ଡାଙ୍କୁ, ଚିକିତ୍ସାରେ ନୁଆ ପଦ୍ଧତି ଅବଲମ୍ବନ ଏବଂ ଉଚ୍ଚତର ଗବେଷଣା ପାଇଁ ୨୦୨୧ ମସିହାର ଶ୍ରେଷ୍ଠ ଡାକ୍ତର ଭାବେ ସମ୍ମାନିତ କରାଯାଇଛି । ନୁଆଦିଲ୍ଲୀ ସ୍ଥିତ ଡି ଏଚ ଏସ ଫାଉଣ୍ଡେସନ ପକ୍ଷରୁ ଡା. ପଣ୍ଡାଙ୍କୁ ଏହି!-->…