ସରକାରଙ୍କ ଉପରେ ପ୍ରିଣ୍ଟ ମିଡିଆର ବାକି ପଡ଼ିଛି ୧୪୭ କୋଟି
ନୂଆଦିଲ୍ଲୀ : ଦେଶର ପ୍ରିଣ୍ଟ ମିଡିଆକୁ ସରକାର ୧୪୭ କୋଟି ଟଙ୍କାର ବକେୟା ଦେବେ । ଆରଟିଆଇ ତଥ୍ୟ ଜରିଆରେ ଏହି ସୂଚନା ମିିଳିଛି । ଏହି ବକେୟା ବିଲ୍ ୨୦୦୪ ମସିହାରୁ ରହିଥିବା ଜଣେ ଆଇନ୍ ଛାତ୍ର ଅଙ୍କିତ ଗୌରବ ଆରଟିଆଇ ଜରିଆରେ ଜାଣିବାକୁ ପାଇଛନ୍ତି । ମୀରଟ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର!-->…