ଲଦାଖ ସୀମାନ୍ତ ପରିସ୍ଥିତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୧୩.୬(ଏଜେନ୍ସି): ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଲଦାଖ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନି ରାୱତ ଏବଂ ସେନାବାହିନୀର ତିନିଟି ଯାକ ଅଙ୍ଗର ମୁଖ୍ୟମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ପୂର୍ବ!-->…