ଭୁବନେଶ୍ୱରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ଭୁବନେଶ୍ବରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଭୁବନେଶ୍ବର ଭିମପୁର ଅଞ୍ଚଳର ଜଣେ ୨୭ ବର୍ଷୀୟ ଯୁବକ ଏବଂ ଭରତପୁର ଅଞ୍ଚଳରୁ ୩୬ ବର୍ଷୀୟ ଯୁବକ ରହିଛନ୍ତି । ଏହି ଦୁଇ ଜଣ ଦିଲ୍ଲୀରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ସେହିପରି!-->…