ଆଣ୍ଡାମାନରୁ ଫେରିଲେ ୯୨ ଜଣ ଓଡ଼ିଆ ଶ୍ରମିକ
ଭୁବନେଶ୍ୱର,୧୨ ।୦୬(ନି.ପ୍ର.): ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ୯୨ ଜଣ ଦାଦନ ଶ୍ରମିକ ନିଜର ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଆଣ୍ଡାମାନ ଦ୍ୱୀପକୁ କାମ କରିବାକୁ ଯାଇଥିଲେ । ମହାମାରୀ କରୋନା (କୋଭିଡ-୧୯) ସାରା ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ଆଣ୍ଡାମାନରେ ୯୨ ଜଣ ଦାଦନ!-->…