୪ ଦିନରେ ଡିଜେଲ ୨ ଟଙ୍କା ୨୨ ଓ ପେଟ୍ରୋଲ ୨ଟଙ୍କା ୧୯ ପଇସା ବଡିଛି
ଭୁବନେଶ୍ୱର,୧୧.୬(ନି.ପ୍ର.): କ୍ରମାଗତ ଭାବେ ୪ର୍ଥ ଦିନ ପାଇଁ ପୁଣି ପେଟ୍ରୋଲ ଓ ଡ଼ିଜେଲ ଦରବୃଦ୍ଧି ପାଇଛି । ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ପଇସା ଏବଂ ଡିଜେଲ ୫୭ ପଇସା ବଢିବା ପରେ ଗୁଧବାର ପେଟ୍ରୋଲ ଲିଟର ପିଛା ୪୧ ପଇସା ଏବଂ ଡିଜେଲ ୪୫ ପଇସା ବଢିଛି । ଏହାଫଳରେ!-->…