ରଜ ପାଳନ ଉପରେ ରୋକ

କେନ୍ଦୁଝର- କରୋନା ସଂକ୍ରମଣକୁ ନେଇ କେନ୍ଦୁଝର ପ୍ରଶାସନ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି । ରଜ ଦୋଳି,ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦେଶ ରହିଛି । ୬ ଦିନ ଧରି ଏହି କଟକଣା ବଳବତର ରହିବ । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ଜିନିଷ

ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କୋରାପୁଟ - କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି । ଜୁଲାଇ ୬ରୁ ୨୭ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ପରୀକ୍ଷା ହେବ । ପରୀକ୍ଷାର୍ଥ ଘରେ ରହି ଏହି ପରୀକ୍ଷା ଦେବେ । ପରୀକ୍ଷା ଆରମ୍ଭ ହେବାର ୧ ଘଂଟା ପୂର୍ବରୁ ଗୁଗୁଲ ଫର୍ମସ,

ପୁଣି ନୂଆ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଗୁରୁବାର ପୁଣି ୧୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮୬ରେ ପଂହଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ କ୍ୱାରେନଂଟାଇନ କେନ୍ଦ୍ରରେ ରହୁଥବା ବେଳେ ୨ ଲୋକାଲ କେସ ରହିଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛି । ନୂତନ

ଚୀନ୍‌ ସୈନ୍ୟ, ଯୁଦ୍ଧାସ୍ତ୍ର ହଟାଇବାକୁ ଭାରତର ଦାବି

ନୂଆଦିଲ୍ଲୀ : ଚୀନ୍‌ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରୁ ୧୦ ହଜାର ସୈନିକ ଏବଂ ସମସ୍ତ ଯୁଦ୍ଧାସ୍ତ୍ର ହଟାଇବାକୁ ଭାରତ ଜଣାଇଛି। ଆଉ ଏକ ପର୍ଯ୍ୟାୟ କମାଣ୍ଡର ଜେନେରାଲସ୍ତରରେ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ସ୍ଥିତି ସ୍ବାଭାବିକ କରିବା ପାଇଁ ଏହା ବଡ଼ ପଦକ୍ଷେପ ହେବ ବୋଲି