ଜୁଲାଇରୁ ସମସ୍ତ ଟିଭି ଚ୍ୟାନେଲରେ ପ୍ରସାରିତ ହେବ ଏନ୍ସିଆରଟିର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇ-ଶିକ୍ଷଣ…
ନୂଆଦିଲ୍ଲୀ,୧୦ ।୦୬(ଏଜେନ୍ସି): ଇ-ଶିକ୍ଷାକୁ ଆହୁରି ଅଧିକ ସୃଜନଶୀଳ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ଏନସିଇଆରଟି ଓ ରୋଟାରୀ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ!-->…