ଏମସର ୪ ଡାକ୍ତର କରୋନା ପଜିଟିଭ
ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ କରୋନା । ଏମସର ୪ ଡାକ୍ତରଙ୍କ କରୋନା ପଜିଟିଭ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସିନିୟର ଓ ଜଣେ ଜୁନିୟର ଡାକ୍ତର ଅଛନ୍ତି । ଏମାନେ ଏକାଠି ରହୁଥିଲେ । ଏହି ସୂଚନା ଦେଇଛନ୍ତି ଏମସର ନିର୍ଦେଶକ ଡ. ଗୀତାଞ୍ଜଳୀ । ପୂର୍ବରୁ ଜଣେ ଜୁନିୟର ଡାକ୍ତର!-->…
କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଗାଁ ଲୋକ
ଦେବଗଡ- ତିଲେଇବଣି ବ୍ଳକର ସଡୋ ସଂଗରୋଧ କେନ୍ଦ୍ରରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ଶିକ୍ଷକ ସୁସ୍ଥ ହୋଇ ଘରକୁ ଫେରିବା ପରେ ଗ୍ରାମବାସୀ ଘଂଟ ବଜାଇ ଓ ହୁଳୁହୁଳି ଦେଇ ପାଛୋଟି ନେଇଛନ୍ତି । ଗତ ମେ ୨୫ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ଦେବଗଡ କୋଭିଡ ହସ୍ପିଟାଲରେ!-->…
୮୦ ଫୁଟ ତଳକୁ ଖସିଲା ପିଆଜ ଟ୍ରକ: ଡ୍ରାଇଭର ମୃତ
ବାରିପଦା- ନାସିକାରୁ ପିଆଜ ବୋଝେଇ ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସିପଡିଲା । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଥାନା ଦ୍ୱାରଶୁଣୀ ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଘଟଣା ସ୍ଥଳରେ ଟ୍ରକ ଡାଇଭରଙ୍କ!-->…
ଚିହ୍ନଟ ହେଲେ ପୁଣି ନୂଆ ୧୧୦ କରୋନା ପଜିଟିଭ
ଭୁବନେଶ୍ୱର- ବୁଧବାର ରାଜ୍ୟରେ ପୁଣି ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫୦ କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ଜଗତସିଂହପୁରରୁ ୩୩, ରାୟଗଡା ୪, କଟକ ୨୦, ଝାରସୁଗୁଡା ୧, ଖୋର୍ଦ୍ଧା ୧୪, ନୟାଗଡ ୪, ବରଗଡ ୨, ଭଦ୍ରକ ୧, କଳାହାଣ୍ଡି!-->…
ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୫୮୩ କୁ ପଂହଚିଛି
ନୂଆଦିଲ୍ଲୀ- ଭାରତରେ ଗତ୨୪ ଘଂଟା ମଧ୍ୟରେ ୯,୯୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୬୫୮୩ ଡେଇଁଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୫୨୦୫ ସୁସ୍ଥ ହୋଇ ଥିବା ବେଳେ ଅନ୍ୟ ୭୭୪୫ ଜଣଙ୍କ ମୃତୁ୍ୟ ଘଟିଛି । ଏବେ ସୁଦ୍ଧା ୧୩୩୬୩୨ ଆକଟିଭ କେସ ରହିଛି ।
ଖୋରଧା ଉପକାରାଗାରରେ ବ୍ରାଉନ ସୁଗାର କାରବାର
ଖୋର୍ଦ୍ଧା (ନି.ପ୍ର.): ଖୋର୍ଦ୍ଧା ଉପକାରାଗାର ଭିତରେ ବ୍ରାଉନସୁଗାର କାରବାର ନେଇ ଏକ ଭିଡ଼ିଓ କ୍ଲିପିଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସାନ୍ତନୁ କୁମାର ମହାନ୍ତି ଏବଂ ଖୋରଧା ଏସ.ଡ଼ି.ପି.ଓ ସୁଶିଲ କୁମାର ମିଶ୍ରଙ୍କ ମିଳିତ!-->…