ସାମ୍ବାଦିକମାନଙ୍କ ଲୋକସେବା ଭବନକୁ ପ୍ରବେଶ କଟକଣା ପ୍ରତ୍ୟାହାର ପାଇଁ ଦାବି
ଭୁବନେଶ୍ୱର (ନି.ପ୍ର.): ସାଂପ୍ରତିକ କରୋନା ଆତଙ୍କ ପରିପ୍ରେକ୍ଷୀରେ କାର୍ଯ୍ୟରତ ସମ୍ବାଦିକମାନଙ୍କୁ ଲୋକସେବା ଭବନ(ସଚିବାଳୟ) ପ୍ରବେଶ ଉପରେ ଯେଉଁ କଟକଣା ରହିଛି, ତାହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।
ସର୍ବବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାମାଜିକ!-->…