୨ ମିନିଟ ୧୧ ସେକେଣ୍ଡ ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ
ଭୁବନେଶ୍ୱର- ଦୀର୍ଘଦିନର ପ୍ରତୀକ୍ଷା ପରେ ରାଜ୍ୟ ମାନ୍ୟତା ପାଇଥିବା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ୨ ମିନିଟ ୧୧ ସେକେଣ୍ଡ ମଧ୍ୟରେ ଗାନ କରାଯିବ ବୋଲି ବିଧିବଦ୍ଧ ନିଷ୍ପତି ହୋଇଛି । ଏ ସଂପର୍କରେ ସୂଚନା ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ କହିଛନ୍ତି ଯେ!-->…