ଏସିବିରେ ଯୋଡାହେଲା ଦୁଇଜଣଙ୍କ କଟାହାତ
କଟକ, ୮.୬ (ନି.ପ୍ର.): ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ୨ଟି ବିରଳ ଅସ୍ତ୍ରୋପ୍ରଚାର କରାଯାଛି । ଛିଣ୍ଡି ପଡିଥିବା ଜଣେ ବ୍ୟକ୍ତିଙ୍କର ପାପୁଳି ଓ ଅନ୍ୟଜଣଙ୍କର କହୁଣୀ ତଳ ହାତକୁ ଅସ୍ତେ୍ରାପଚାର କରାଯାଇ ଯୋଡାଯାଇଛି ।
ଡାକ୍ତରଙ୍କ ଦୀର୍ଘ ୬!-->…