ସପ୍ତାହେ ଭିତରେ ୧୫ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ପ୍ରାୟ ୧୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜ‌ାନୁଆରି ମାସ ପରଠାରୁ ୮୪ ଆତଙ୍କବାଦୀ ନିହତ ‌ହୋଇଛନ୍ତି। ଜମ୍ମୁ-କଶ୍ମୀରର ସୁରକ୍ଷା ବଳ ଦ୍ବାରା ହୋଇଥିବା ଏନ୍‌କାଉଣ୍ଟର୍‌ରେ ୪ ଜଣ ରବିବାର ଦିନ ସୋପିଆନ୍‌

ହରଭଜନ ସିଂଙ୍କ ପ୍ରଥମ ଫିଲ୍ମ ପୋଷ୍ଟର ରିଲିଜ୍!

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ ସ୍ପିନର୍‌ ହରଭଜନ ସିଂ 2nd ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ movie ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହାର

ରିଚାର୍ଡ ଡକିନ୍ସ ପୁରସ୍କାର ପାଇଲେ ଜାଭେଦ୍ ଅଖତର!

ପ୍ରସିଦ୍ଧ କବି ତଥା ଗୀତିକାର ଜାଭେଦ ଅଖତରଙ୍କୁ ସମ୍ମାନଜନକ ରିଚାର୍ଡ ଡକିନ୍ସ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ପାଇଥିବା ଜାଭେଦ ହେଉଛନ୍ତି ପ୍ରଥମ ଭାରତୀୟ। ନିଜେ ଜାଭେଦ ସୋସିଆଲ ମିଡିଆରେ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି।

Happy birthday ଶିଳ୍ପା!

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଆଜି ୪୫ତମ ଜନ୍ମଦିନ। ୧୯୭୫ ମସିହା ଆଜିର ଦିନରେ କର୍ଣ୍ଣାଟକର ମାଙ୍ଗାଲୋର ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ୧୯୯୧ ମସିହାରେ ଯେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା, ସେତେବେଳେ ସେ ଲିମ୍କା

ଭୂକମ୍ପ: ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଆଜି ପୁଣି ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୧ ନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି | କୌଣସି କ୍ଷୟକ୍ଷତି , ଜୀବନହାନୀ ହୋଇନଥିବା ଜଣା ପଡିଛି | ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ମଧ୍ୟାହ୍ନ ୧ ସମୟରେ

କେଜ୍ରିୱାଲଙ୍କ ଶରୀରରେ କରୋନା ଲକ୍ଷଣ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀରରେ କରୋନା ଲକ୍ଷଣ ସୂଚନା ମିଳିଛି | ରବିବାରଠାରୁ ଜ୍ୱର ସହିତ ଗଳା ଯନ୍ତ୍ରଣା ହେଉଥିବାରୁ କେଜ୍ରିୱାଲ ଖୁବ ଶୀଘ୍ର ନିଜର କୋଭିଡ-୧୯ ପରୀକ୍ଷା କରାଇବେ | କେଜ୍ରିୱାଲ ରବିବାରଠାରୁ ସମସ୍ତ ବୈଠକ ବାତିଲ କରି ନିଜକୁ

ଚୋର ଲୁଟି ନେଲେ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

କଟକ: ରାଣୀହାଟର ଶଗଡ଼ିଆ ସାହିର ମନୋଜ କୁମାର ସାହୁଙ୍କ ଘରୁ ଚୋର ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ।  ରାତିରେ ପରିବାର ଲୋକେ ଶୋଇଥିବା ବେଳେ ବାହାରପଟୁ କବାଟ ବନ୍ଦ କରି ଲୁଟେରା ଏହି କାଣ୍ଡ କରିଛନ୍ତି । ମଙ୍ଗଳବାଗ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି

ବିମାନ ଦୁର୍ଘଟଣାଗ୍ରସ୍ତ : ଦୁଇ ମୃତ୍

ଢେଙ୍କାନାଳ : କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ବିମାନ ଦୁର୍ଘଟଣାରେ ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ ସଂଜୀଭ କୁମାର ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଅନିଶ ଫାତିମଙ୍କ ମୃତ୍ୟୁ ହୋଇଛି। । ମୁଖ୍ୟ ପ୍ରଶିକ୍ଷକଙ୍କ ଘର

ହଟ୍‌ସ୍ପଟ୍‌ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନେକ ସ୍ଥାନରେ କରୋନା କଟକଣା ହଟାଇ ଅନ୍‌ଲକ୍‌-୧ରେ ଦୋକାନ ବଜାର ଓ ମାର୍କେଟ୍‌ କ​‌େ​‌ମ୍ପ୍ଲକ୍ସ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ପ୍ରତିଦିନ କରୋନା ଆକାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦେଶର କୌଣସି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ