ଦେଶ କରୋନା ମୃତ୍ୟୁ ୭ ହଜାର ଟପିଲା: ୨,୫୬,୬୧୧ ଆକ୍ରାନ୍ତ Nyayabati Live Jun 8, 2020 0 Share ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ ରେ ପହଞ୍ଚିଛି। ୧,୨୪,୦୯୫ ଆରୋଗ୍ୟ ଲାଭ କରିଥିବାବେଳେ ୭,୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ୧,୨୫,୩୮୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ପ୍ରମୁଖ ଖବର ଆଉ ୧୩୮ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା୨୯୯୪ Nyayabati Live Jun 8, 2020 0 ଭୁବନେଶ୍ଵର : ଆଉ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୯୯୪ । ଚିହ୍ନଟ ୧୩୮ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଜିଲ୍ଲାରୁ ୩୩,କଟକରୁ ୧୫,ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୧,କେନ୍ଦୁଝରରୁ ୧୦,ପୁରୀରୁ ୭, ଯାଜପୁରରୁ ୬,ମୟୂରଭଞ୍ଜରୁ ୬,ନୟାଗଡରୁ!-->…
ରାଜ୍ୟ କୂଅ ଭିତରକୁ ଯାଇ ୨ ଭାଇ ମୃତ Nyayabati Live Jun 7, 2020 0 ଭଞ୍ଜନଗର, ୭.୬(ନି.ପ୍ର.): ଗଞ୍ଜାମ ଜିଲ୍ଳାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଗ୍ରାମରେ ଶନିବାର ଅପରାହ୍ନରେ କୂଅ ସଫା କରିବାକୁ ଭିତରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଭାଇ ଟୁକୁନା ପ୍ରଧାନ (ପ୍ରଦୀପ, ୩୬) ଓ କୈଳାସ ପ୍ରଧାନ (୪୮)ଙ୍କ ମୃତ ଘଟିଛି । ସେମାନଙ୍କ ସହ!-->…
ରାଜ୍ୟ ରାଜ୍ୟର କୃଷିଜାତ ଦ୍ରବ୍ୟକୁ ବିଶ୍ୱରେ ପରିଚିତ କର: ଧର୍ମେନ୍ଦ୍ର ପ୍ରଧାନ Nyayabati Live Jun 7, 2020 0 ଭୁବନେଶ୍ୱର, ୭.୬(ନି.ପ୍ର.): ଭାରତ ସରକାର କୃଷି କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ଆଣିଥିବାରୁ ଏ କ୍ଷେତ୍ରରେ ଓଡ଼ିଶାରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ବର୍ତମାନର ଘଡ଼ିସନ୍ଧି ମୁହୂର୍ତରେ ବିଦେଶରେ ରହୁଥିବା ଓଡ଼ିଆମାନେ ନିଜ ବୌଦ୍ଧିକ କ୍ଷମତାର ଉପଯୋଗ କରି ଓଡ଼ିଶାର କୃଷି ଉତ୍ପାଦିତ!-->…
ରାଜ୍ୟ ବିପଦ ସଂକୁଳ ଅବସ୍ଥାରେ ପୂର୍ତ ବିଭାଗ ବ୍ରିଜ୍ Nyayabati Live Jun 7, 2020 0 ଯାଜପୁର ତା୦୭/୬ (ନି.ପ୍ର) : ପୂର୍ତ ବିଭାଗ ଅଧିନ ଯାଜପୁର ଟାଉନ - ସିଂହପୁର ରାଜ୍ୟ ସଡ଼କ ପଥ ଅନ୍ତର୍ଗତ ବାଲିପଦା ଛକରେ ଥିବା ପ୍ରମୁଖ ବି୍ରଜଟି ରକ୍ଷଣା ବେକ୍ଷଣ ଅଭାବରୁ ବିପଦସଂକୁଳ ଅବସ୍ଥାରେ ରହିଛି । ବ୍ରିଜର ୨ ପାଶ୍ୱର୍ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ତଥା ଗଭୀର ଗାତ ମାନ ସୃଷ୍ଟି!-->…
ରାଜ୍ୟ ତିନି ଦିନ ପରେ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା Nyayabati Live Jun 7, 2020 0 ଭୁବନେଶ୍ୱର, ୭.୬(ନି.ପ୍ର.): ଆସନ୍ତା ୮ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଫଳରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ୬ଟି ଜିଲ୍ଲାରେ ୮ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଓ!-->…
ରାଜ୍ୟ ଅମ୍ଫାନ ଉଜାଡ଼ିଲା ଦଳିତ ବିଧବାଙ୍କ ଘର, କଂଗ୍ରେସ ନେତାଙ୍କ ସାହାଯ୍ୟ Nyayabati Live Jun 7, 2020 0 ବିଞ୍ଝାରପୁର,୭ ।୦୭(ନି.ପ୍ର.): ଆମ୍ଫାନ ବାତ୍ୟା ପ୍ରଭାବରେ ବିଞ୍ଝାରପୁର ଅଂଚଳରେ ବହୁ କ୍ଷୟକ୍ଷତି ହୋଇଥିଲା । ଜରୀ ପଂଚାୟତ ୮ ନଂ. ୱାର୍ଡର ଦଳିତ ବିଧବା ମହିଳା ରଙ୍ଗଲତା ମଲ୍ଲିକଙ୍କର ନୂଆଁଣିଆ ଆଜବେଷ୍ଟ ଘର ଉପରେ ବିରାଟ ଗଛ ଭାଙ୍ଗି ପଡିବାରୁ ତାଙ୍କର ଆଜବେଷ୍ଟଗୁଡିକ ଚୂରମାର ହୋଇ ଯାଇଥିଲା!-->…
ରାଜ୍ୟ ବିଞ୍ଝାରପୁରରେ ସଟ୍ଡାଉନ କଡ଼ାକଡ଼ି Nyayabati Live Jun 7, 2020 0 ବିଞ୍ଝାରପୁର,୭ ।୦୬(ନି.ପ୍ର.): ବିଞ୍ଝାରପୁରରେ ସଟ୍ଡାଉନ କଡାକଡି ଭାବେ ପାଳନ କରାଯାଇଛି । ଲୋକେ ଘରୁ ବାହାରି ନଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିଥିଲା । ଏସପି ଚରଣସିଂହ ମୀନା ଆଜି ବିଞ୍ଝାରପୁର ଗସ୍ତରେ ଆସି ଶାସନ୍ଦା, ମଇଁଦା,!-->…
ଦେଶ ହିମାଚଳରେ ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇଦେଲେ Nyayabati Live Jun 7, 2020 0 ବିଳାସପୁର,୭ ।୦୬(ଏଜେନ୍ସି): କେରଳ ପରେ ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ପୁଣି ଏକ ବର୍ବରତା ଦେଖିବାକୁ ମିଳିଛି । ଏକ ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇ ଦିଆଯାଇଛି । ଫଳରେ ଗାଈଟିର ପାଟିରେ ଗଭୀର ଆଘାତ ଲାଗିଛି । ଗାଈର ଦାନ୍ତ ଏବଂ ମାଢ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।!-->…
ଦେଶ ଅନଲକ ୱାନରେ କରୋନା ସଂକ୍ରମଣ ବଢ଼ିବ : ‘ହୁ’ର ସତର୍କ ସୂଚନା Nyayabati Live Jun 7, 2020 0 ନୂଆଦିଲ୍ଲୀ,୭ ।୦୬(ଏଜେନ୍ସି): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏଯାବତ୍ ବିସ୍ଫୋଟକ ହୋଇନାହିଁ । ଦେଶ ଲକ୍ଡାଉନ୍ ରହିଥିବାରୁ ସଂକ୍ରମିତ ହୋଇପାରିନଥିଲା କରୋନା । ଏବେ ଲକ୍ଡାଉନ୍ ଖୋଲିବା ପରେ ଅନଲକ୍ ୱାନ୍ ଚାଲିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ!-->…