ହିମାଚଳରେ ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇଦେଲେ
ବିଳାସପୁର,୭ ।୦୬(ଏଜେନ୍ସି): କେରଳ ପରେ ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ପୁଣି ଏକ ବର୍ବରତା ଦେଖିବାକୁ ମିଳିଛି । ଏକ ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇ ଦିଆଯାଇଛି । ଫଳରେ ଗାଈଟିର ପାଟିରେ ଗଭୀର ଆଘାତ ଲାଗିଛି । ଗାଈର ଦାନ୍ତ ଏବଂ ମାଢ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।!-->…