ଅକ୍ଟୋବର ୪ ରେ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ
ନୂଆଦିଲ୍ଲୀ : ଗତ ମେ ୩୧ ରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ଅକ୍ଟୋବର ୪ରେ ହେବ ବୋଲି ୟୁପିଏସ୍ସି ପକ୍ଷ ରୁ ଘୋଷଣା କରାଯାଇଛି । କରୋନା ପାଇଁ ଲକ୍ଡ଼ାଉନ୍ କଟକଣାକୁ ଆଖି ଆଗରେ ରଖି କମିସନ୍ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ସିଭିଲ ସର୍ଭିସ୍ ପ୍ରିଲିମ୍ ଏବଂ!-->…