ଗତ ୨୪ ଘଂଟାରେ ସର୍ବାଧିକ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର- ଶନିବାର ସର୍ବାଧିକ ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପଂହଚିଛି । ଏମାନଙ୍କୁ ଭିତରୁ ୨୩ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ୧୫୦ ସଙ୍ଗରୋଧ କେନ୍ଦ୍ରର । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏନେଇ ସୂଚନା ଦେଇଛି!-->…