ବିଶ୍ୱ ପରିବେଶ ଦିବସରେ ,ସୁଧାଂଶୁ ଶେଖର ଧଡ଼ାଙ୍କ ଆହ୍ୱାନ ଗଛ ଲଗାନ୍ତୁ ,ଜୀବନ ବଂଚାନ୍ତୁ
ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ । ବୃକ୍ଷ ବିନା ଜୀବ ଜଗତ ତିଷ୍ଠିବା କଷ୍ଟକର । ମାତ୍ର ଆଜିର ମଣିଷ ଆଧୁନିକତା କୁ ଆପଣେଇ ନେଇ ପ୍ରକୃତିକୁ ଧ୍ୱଂଶ କରିଚାଲିଛି । ବିଶ୍ୱରୁ ବୃକ୍ଷ ଲତା ଲୋପ ପାଇବାକୁ ବସିଲାଣି । ହେଲେ ଜଙ୍ଗଲକୁ ଧ୍ୱଂଶ କରିଚାଲିଛି ପ୍ରକୃତି ବିରୋଧି ସ୍ୱାର୍ଥପର ମଣିଷ । ତେଣୁ!-->…