ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଗିରଫ
କେରଳ- ବିସ୍ଫୋରଣ କରି ହାତୀକୁ ମାରିଦେଇଥିବା ଅଭିଯୁକ୍ତଙ୍କୁ ପୁଲିସ ଏବଂ ବନ ବିଭାଗ ତଦନ୍ତକାରୀ ଟିମ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରାଯାଉଛି । ଗିରଫ ବ୍ୟକ୍ତି ବିଭିନ୍ନ ଫସଲ ଓ ମସଲା ଚାଷ କରୁଥିବା ବେଳେ ପୋଲିସ ଅଟକ!-->…