ପଲ୍ଲୀସଭାକୁ ନେଇ ଭଦ୍ରକରେ ଗଣ୍ଡଗୋଳ

ଭଦ୍ରକ: କରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଭଦ୍ରକ ବ୍ଲକ ଅନ୍ତର୍ଗତ କୁଡବରୁଆଁ ପଂଚାୟତର ସରପଂଚ ପଲ୍ଲିସଭା ଡାକିବାକୁ ନେଇ ଆଜି ସକାଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୩ଜଣ ଆହତ ହୋଇଛନ୍ତିି । କୋଡବରୁଆ ପଂଚାୟତର କୋଡଗମ୍ଭିର ଗ୍ରାମରେ ପଂଚାୟତ ସଂପାଦକ ତାପସ

ଗୁଜରାଟରେ ବିସ୍ଫୋରଣ

ଭାରୁଚ୍ : ଗୁଜରାଟର ଭାରୁଚ୍‌ ଜିଲ୍ଲା ଅଧୀନସ୍ଥ ଦା‌ହେଜରେ ଏକ କୀଟନାଶକ କାରଖାନାରେ ଆଜି ବିସ୍ଫୋରଣ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ ଜଣ ଆହତ ହୋଇଛନ୍ତି। ଆଜି ଦିନ ୧୨ଟାରେ ଯଶସ୍ବୀ କେମିକାଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କୀଟନାଶକ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୬୫ ନୂଆ ଆକ୍ରାନ୍ତ ।ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୪୮୧ରେ ପହଂଚିଛିି । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ୧୦ ଜଣ ଲେଖାଏଁ,ଗଞ୍ଜାମ ୧୪ ,ଭଦ୍ରକ ୮, କେନ୍ଦୁଝର ୭ ,ବଲାଙ୍ଗୀର ୬,ଖୋର୍ଦ୍ଧା ୩ ,ଏବଂ ବାଲେଶ୍ୱର ଓ ଯାଯପୁର

କଶ୍ମୀରରେ ଜରୁରୀକାଳୀନ ରନୱେ ନିର୍ମାଣ ଆରମ୍ଭ

ଶ୍ରୀନଗର : ଭାରତ ଓ ଚୀନ ମଧ୍ୟରେ ବିବାଦ ବଢିଚାଲିଥିବାରୁ ସୀମାରେ ଉଭୟ ଦେଶ ନିଜର ସୈନିକ ସଂଖ୍ୟା ବଢାଇଚାଲିଛନ୍ତି । ସୂଚନା ଅନୁସାରେ ଚୀନ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଟ୍ୟାଙ୍କ ଓ ଲଢୁଆ ବିମାନ ମୁତୟନ କରିବା ପରେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଉଛି । ଲଢୁଆ ବିମାନ

ଏହି ସବୁ ପରିବା ଖାଇ ହୃଦ୍‌ ରୋଗ ସମସ୍ୟାକୁ କରନ୍ତୁ ନିୟନ୍ତ୍ରଣ

ଆଜିକାଲି ହୃଦ୍‌ ରୋଗ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। କେବଳ ବୟସ୍କ ନହଁନ୍ତି, ବରଂ ଯୁବ ବୟସ୍କ ବ୍ୟକ୍ତିଙ୍କ ଭିତରେ ବି ଏବେ ଏହି ରୋଗ ଦେଖିବାକୁ ମିଳୁଛି। ଦୂଷିତ ପରିବେଶ ଓ ବିଷାକ୍ତ ଖାଦ୍ୟ ଏହାର ମୁଖ୍ୟ କାରଣ। ଆମେ ସୁସ୍ଥକର ଖାଦ୍ୟ ଖାଇଲେ ଏହି ସମସ୍ୟାକୁ ଏଡ଼େଇ ଦେଇ ପାରିବା। ତେବେ,

ସଟଡାଉନରେ ଗଡିବ ବସ୍

ଭୁବନେଶ୍ୱର-ସଟଡାଉନରେ ଗଡିବ ବସ୍ ଓ ଟ୍ୟାକ୍ସି । କରୋନା ସଂକ୍ରମଣ କୁ ନେଇ ରାଜ୍ୟ ସରକାର ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ ଘୋଷଣା କରିଛନ୍ତି ।ପ୍ରତି ଶନିବାର ଓ ରବିବାର ସଟଡାଉନ ସତ୍ୱେ ଘରୋଇ ବସ ଓ ଟ୍ୟାକ୍ସି ବସଷ୍ଟାଣ୍ଡ,ରେଳଷ୍ଟେସନ,ଏୟାରପୋର୍ଟକୁ ଚଳାଚଳ କରିପାରିବ ।ଏନେଇ

ଭୁବନେଶ୍ୱରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଏମ୍ସର ଜଣେ କର୍ମଚାରୀ ଥିବାବେଳେ ଆଇଗିଣିଆ, ଡୁମୁଡୁମା,କଳିଙ୍ଗ ନଗର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ପାଣିରେ ବୁଡ଼ି ଯମଜ ଭାଇଙ୍କ ମୃତ୍ୟୁ

ପାଟଣା : ପାଟଣା ବ୍ଲକ୍ ରାଜନଗର ପଞ୍ଚାୟତ ନୁଆଖମଣ ଗ୍ରାମର ବାଙ୍କିସାହିରେ ଆଜି ପୂର୍ବାହ୍ନ ୧୧ଟାରେ ଏକ ଖାଲଭର୍ତ୍ତି ପାଣିରେ ବୁଡ଼ିଯାଇ ଦୁଇ ଯମଜ ଶିଶୁଙ୍କ ମୃତ୍ୟୁ ଘଟିଛି। ଦୁଇ ଯମଜ ଶିଶୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବାଙ୍କିସାହିର

ବରଗଡ଼ରୁ ବ୍ରାଉନସୁଗର ଜବଦ

ବରଗଡ : ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ବ୍ରାଉନ ସୁଗାର କାରବାରରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି । ପୁଲିସ ସେମାନଙ୍କଠାରୁ ୨୩ଗ୍ରାମ ୩୭୦ ମି.ଗ୍ରା ବ୍ରାଉନ ସୁଗାର ସହ ଏକ ବାଇକ ଜବଦ କରିଛି । ସୋହେଲା ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରି ପୁଲିସ ଦୁଇ ଯୁବକଙ୍କୁ କୋର୍ଟ