ପୁରୀରେ ୧୪୪ ଧାରା ଜାରି
ପୁରୀ- ସ୍ନାନ ଯାତ୍ରା ପାଇଁ ପୁରୀରେ ଲୋକ ଗହଳି ଏଡାଇବା ପାଇଁ ୪ ତାରିଖରୁ ୩ ଦିନ ଧରି ୧୪୪ ଧାରା ଜାରି କରା ଯିବ । ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି । ଅସନ୍ତା ୪ ତାରିଖ ରାତି ୧୦ ଟାରୁ ୬ ତାରିଖ ଦିନ ୨ଟା ଯାଏଁ ପୁରୀ ମାର୍କେଟ ଛକଠାରୁ କାକୁଡି ଖାଇ ଛକ ପର୍ଯ୍ୟନ୍ତ!-->…