କରୋନାରେ ପିଡିତ ୱାଜିଦ୍ ଖାନ୍ ମା’!
ମୁମ୍ବାଇ:- ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ୱାଜିଦ୍ ଖାନ୍ ପରଲୋକରେ ସ୍ତବ୍ଧ ହୋଇଯାଇଛି ସଙ୍ଗୀତ ଜଗତ । ସେ ମାତ୍ର ୪୨ବର୍ଷ ବ୍ରସରେ ୱାଜିଦ୍ ମୃତ ହୋଇଛି । ବଲିଉଡର ବହୁ ଷ୍ଟାର ମୃରେ ଶୋକ ପ୍ରକାଶ କରିଛନ୍ତି । କିଛିଦିନ ହେବ କିଡନି ରୋଗରେ ପିଡିତ ଥିଲେ ଏହା ସହ ତାଙ୍କୁ କରୋନା ମଧ୍ୟ!-->…