ଖୁବଶୀଘ୍ର ବିବାହ କରିବେ ରାଣା ଦାଗୁବଦୀ!
ଟଲିଉଡର ବାହୁବଳୀ ଆକ୍ଟର ରାଣା ଦାଗୁବଦୀଙ୍କ ଫିଗର ପାଇଁ ବେଶ୍ ଲୋକପ୍ରି୍ୟ । ତାଙ୍କ ଲେଡି ଫ୍ୟାନ ପାଇଁ ଏବେ ଦୁଃଖର ଖବର । ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଷ୍ଟାର ।
ଏହି ଖବର ଦାଗୁବଦୀ ଙ୍କ ପିତା ସୁରେଶ ବାବୁ ସୁଚନା ଦେଇଛନ୍ତି । ଅଗଷ୍ଟ ୮ତାରିଖ ଦିନ ବିବାହ ବନ୍ଧନରେ!-->!-->!-->!-->!-->…