ବଜ୍ରପାତରେ ତାଜମହଲ କ୍ଷତିଗ୍ରସ୍ତ
ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ଶୁକ୍ରବାର ରାତିରେ ଆଗ୍ରା ସହରରେ ଘନଘନ ବଜ୍ରପାତ ସହିତ ପ୍ରବଳ ଝଡ଼ବର୍ଷା ହୋଇଛି । ଏଥିରେ ବିଶ୍ୱପ୍ରସିଦ୍ଧ ଐତିହାସିକ କୀର୍ତିରାଜୀ ତାଜମହଲ କ୍ଷତିଗ୍ରସ୍ତ ହୋଇଛି । ମାର୍ବଲ ଓ ଲାଲ ବାଲୁକାପଥରରେ ନିର୍ମାଣ ହୋଇଥିବା ତାଜମହଲର ରେଲିଂର କିଛି ଅଂଶ!-->…