ଟିକ୍ଟକ୍ ଦେଖୁଥିବା ବେଳେ ଆକାଉଣ୍ଟ୍ରୁ ସାଢ଼େ ୧୨ ହଜାର ଗାଏବ
ଚନ୍ଦ୍ରଶେଖରପୁର : ଟିକ୍ଟକ୍ ଅନ୍ଲାଇନ୍ ଠକେଇର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଅଞ୍ଚଳର ବିରଞ୍ଚି ନାରାୟଣ ନାଥ। ସଂଧ୍ୟାରେ ସେ ଘର ନିକଟ ଏକ ପଡ଼ିଆରେ ଟିକ୍ଟକ୍ ଦେଖୁଥିବା ବେଳେ ତାଙ୍କ ନିକଟକୁ ଏକ ୱେବ୍ ମେସେଜ୍ ଆସିଥିଲା। ଯେଉଁଥିରେ ସେ ଓକେ ବଟନ୍ ଚିପି!-->…