ମିଛ କହିଲେ ଟ୍ରମ୍ପ୍
ନୂଆଦିଲ୍ଲୀ : ଚାଇନା ସହ ସୀମା ବିବାଦ ନେଇ ମୋଦିଙ୍କ ମାନସିକ ଅବସ୍ଥା ଭଲ ନାହିଁ । ଏହି ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା ହୋଇଛି ବୋଲି ହ୍ୱାଇଟ୍ ହାଉସ୍ ରେ ଗଣମାଧ୍ୟମକୁ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପ୍ ।ମାତ୍ର ଟ୍ରମ୍ପଙ୍କ ଏହି କଥାରେ ଆଦୈା ସତ୍ୟତା ନାହିଁ ବୋଲି!-->…