କ୍ୟାପିଟାଲ ହସ୍ପିଟାଲ : ସବୁ ଅଭାବ
ଭୁବନେଶ୍ୱର : ଏକଦା କରୋନା ଚିକିତ୍ସା ପାଇଁ ଏକ ନମ୍ବର ସ୍ଥାନରେ ଥିଲା କ୍ୟାପିଟାଲ ହସ୍ପିଟାଲ । ପ୍ରଥମେ ଏଠାରେ ଆରମ୍ଭ ହୋଇଥିଲା କରୋନା ଚିକିତ୍ସା । ଆଇସୋଲେସନ ୱାଡର଼୍,ନମୁନା ସଂଗ୍ରହ ଓପରୀକ୍ଷା ,ଥର୍ମାଲ ସ୍କ୍ରିନିଂ ସହିତ ଥିଲା ସବୁ ବ୍ୟବସ୍ଥା । ବର୍ତମାନ ରାଜଧାନୀର କେନ୍ଦ୍ରସ୍ଥଳୀରେ!-->…