ବିଦ୍ୟୁତ ବିଲ୍ କୋହଳ
ଭୁବନେଶ୍ୱର- ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ମେ ମାସର ବିଦ୍ୟୁତ ବିଲରେ ଅଧିକ ଚାର୍ଜ ଲାଗିବ ନାହିଁ । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ ଦେୟ ଦେଇଛନ୍ତି ମେ ମାସରେ ମଧ୍ୟ ପୁରୁଣା ବିଲ ହିସାବରେ ଅନଲାଇନରେ ପୈଠ କରିବାକୁ ସେସୁ ପକ୍ଷରୁ ସୂଚନା!-->…