ହାଇଡ୍ରୋକ୍ସି କ୍ଳୋରକୁଇନ ମେଡିସିନ ଉପରେ କଟକଣା
ନୂଆଦିଲ୍ଲୀ- ହାଇଡ୍ରୋକ୍ସି କ୍ଳୋରକୁଇନ ମେଡିସନ ଉପରେ କଟକଣା ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମ୍ୟାଲେରିଆ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଏହି ମେଡିସନ ବର୍ତମାନ କରୋନା ମହାମାରୀ ପାଇଁ ବ୍ୟବହାର କରାଯାଉଥିବା ବେଳେ ଏହାର ଯଥେଷ୍ଟ କୁ ପ୍ରଭାବ ରହିଥିବାରୁ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଏହା!-->…