ଭୁବନେଶ୍ୱରରୁ ୫ ଉଡ଼ିଲା : ୪ ବାତିଲ
ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ୫ଟି ବିମାନ ଉଡ଼ାଣ କରିଥିବା ବେଳେ ୫ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ଆଜି ବିମାନ ବନ୍ଦରରୁ ସକାଳ ୯ଟା ୪୦ ମିନିଟ୍ ସମୟରେ ଦିଲ୍ଲୀ ଅଭିମୁଖେ ପ୍ରଥମ ବିମାନ ଯାତ୍ରା ଆରମ୍ଭ କରିଥିଲା ବୋଲି ନିଦେ୍ର୍ଧଶକ ଭି.ଭି.ରାଓ!-->…