ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୁତ

କେନ୍ଦ୍ରାପଡା: ଗୋଟିଏ ଗ୍ରାମର ୬ଟି ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ କରି ନେଇଛନ୍ତି ଦୁର୍ବୁତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତ୍ରର୍ଗତ ପଦ୍ମପୁର ପଂଚାୟତର କିଣିଲେ ଗ୍ରାମରେ । ବିଳମ୍ବିତ ରାତିରେ ଲୁଟେରାମାନେ ଗ୍ରାମର ବଟକୃଷ୍ଣ ନାୟକ, ମେଘନାଦ ବାରିକ, ଭଗବାନ ରାଉତ, ଗଜେନ୍ଦ୍ର ସାହୁ, ଅଜୟ କୁମାର ମହାନ୍ତି, ଅଲେଖ ବାରିକ, ଅଭୟ ନାୟକ ଓ ପ୍ରଦୀପ ସାମନ୍ତରାଙ୍କ ଘରୁ ସୁନା ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଚୋରିକରିଥିଲେ । ତେବେ ଲକଡାଉନ୍ ସମୟରେ କାମ ଧନ୍ଦା ନପାଇ ଗ୍ରାମର କିଛି ଅସମାଜିକ ଯୁବକ ଏଭଳି କାଣ୍ଡ ଭିଆଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

seven + 14 =