ମାନବାଧିକାର ଆୟୋଗରେ ପହଁଚିଲା ବିକାଶ ଦୁବେର ମାମଲା

ନୂଆଦିଲ୍ଲୀ: ବିକାଶ ଦୁବେର ଏନକାଉଣ୍ଟରକୁ ହତ୍ୟା କରାଯାଇଥିବା ଦର୍ଶାଇ ତେହସିନ ପୁନାୱାଲା ନାମକ ଜଣେ ବ୍ୟକ୍ତି ମାନବାଧିକାର ଆୟୋଗର ଦ୍ୱାରସ୍ଥ ହୋଇଛନ୍ତି । ବିକାଶ ଆତ୍ମସମର୍ପଣ କରିବା ପରେ ମଧ୍ୟ ତାକୁ କାହିଁକି ଏନକାଉଣ୍ଟର କରାଗଲା ବୋଲି ଅଭିଯୋଗ କରିଛନ୍ତି । ବିକାଶକୁ ନେଇ ଯାଉଥିବା ଏସିଟିଏଫର ଗାଡିକୁ ରାସ୍ତା ମଧ୍ୟରେ କାହିଁକି ବଦଳା ଗଲା , ଏବଂ ଏନ୍କାଉଂଟର ସ୍ଥଳରୁ କିଛି ବାଟ ପୂର୍ବରୁ ଗଣମାଧ୍ୟମ ଗାଡିଗୁଡିକୁ କାହିଁକି ରୋକା ଗଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଏହା ଯୋଜନାବଦ୍ଧ ହତ୍ୟା ବୋଲି ଦର୍ଶାଇ ପୁନାୱାଲ ଘଟଣାର ତଦନ୍ତ ଦାବି କରିଛନ୍ତି ।

Leave A Reply

Your email address will not be published.

three × four =